ଫାଶୀଠାରୁ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ପଦ୍ଧତି ଅଛି କି ? ସୁପ୍ରିମକୋର୍ଟ କରିବେ ବିଚାର

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଉ ଏକ ଯନ୍ତ୍ରଣାବିହୀନ ମୃତ୍ୟୁଦଣ୍ଡ ପଦ୍ଧତି ଲାଗୁ କରାଯାଇପାରିବ କି? ଖୁବ୍ ଶୀଘ୍ର ସୁପ୍ରିମକୋର୍ଟ ଏହା ଉପରେ ବିଚାର କରିବେ। ଏ ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି। ପୁଣି ଏ ନେଇ ଦେଶରେ ଏକ ବିତର୍କ ଆରମ୍ଭ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଫାଶୀ ଦ୍ୱାରା କେତେ ଯନ୍ତ୍ରଣା … Continue reading ଫାଶୀଠାରୁ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ପଦ୍ଧତି ଅଛି କି ? ସୁପ୍ରିମକୋର୍ଟ କରିବେ ବିଚାର